ଜୋସ୍ Talks channel logo ଜୋସ୍ Talks
  • Custom URL: @talks9948
  • Country: India 🇮🇳
  • Description language: Nepali

  • YouTube channel type
  • Audience: 5.72K
  • Video Views: 0
  • # videos: 0
  • Date Created: 2020-04-25
  • Date Updated: 2024-05-04
Keywords: Josh Talks Josh Talks Oriya Inspiration Motivation Success Story Odisha


ଜୋସ୍ ଟକ୍ ମାଧ୍ୟମରେ ଆମେ ଆମର ଏହି ମହାନ ଭାରତବର୍ଷରେ ପରିବର୍ତ୍ତନର ଏକ ସ୍ଫୁଲିଙ୍ଗକୁ ଜାଗ୍ରତ କରିବା ପାଇଁ ଚାହୁଁଛୁ । ଯାହା ମାଧ୍ୟମରେ ଆମେ ସମସ୍ତେ ନିଜର ଅନ୍ତଃର୍ନିହିତ ଶକ୍ତିକୁ ଉଚିତ ମାର୍ଗରେ ପରିଚାଳିତ କରି ଏକ ବଡ଼ ପରିବର୍ତ୍ତନ ଆଣିପରିବା। ଆମ ଦେଶର କିଛି ବିଶିଷ୍ଟ ବ୍ୟକ୍ତି, ତଥା ସାଧାରଣ ବ୍ୟକ୍ତିଙ୍କର ଅସାଧାରଣ ବ୍ୟକ୍ତିତ୍ୱର କାହାଣୀ ମାନଙ୍କୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଓ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ଦେଶ ଗଠନରେ ବ୍ରତୀ ହେବା ଆମର ଲକ୍ଷ୍ୟ ।ସେହିପରି କିଛି ବ୍ୟକ୍ତିତ୍ୱଙ୍କ କାହାଣୀ ମାନଙ୍କୁ ବିଭିନ୍ନ ସହରରେ ଆୟୋଜିତ ଜୋସ୍ ଟକ୍ ମାଧ୍ୟମରେ ତଥା ଅନଲାଇନ ମାଧ୍ୟମରେ ମଧ୍ୟ ଆମେ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସରତ । ଭାରତବର୍ଷର କିଛି ଅବିଶ୍ବସନୀୟ କାହାଣୀ ଆମ ଜୋସ୍ ଟକ୍ ମାଧ୍ୟମରେ ଶୁଣନ୍ତୁ - କିଛି ପ୍ରେରଣା ପାଆନ୍ତୁ,ନିଜକୁ ପରିବର୍ତ୍ତନ କରନ୍ତୁ । -ଆମ ଅବିଶ୍ବସନୀୟ କାହାଣୀକୁ ଦେଖିବା ପାଇଁ ଜୋସ୍ ଟକ୍ କୁ ରେଡ୍ ବଟନ୍ ଦବେଇ ସବସ୍କ୍ରାଇବ କରନ୍ତୁ, ଏବଂ ପାଖରେ ଥିବା ବେଲ୍ ବଟନ୍ ଟିକୁ ଦବାନ୍ତୁ।