Логотип каналу Matir Kala Matir Kala
  • Кастомний URL: @matirkala135
  • Мова опису: Непальська

  • Тип YouTube каналу
  • Аудиторія: 16K
  • Перегляди відео: 2.55M
  • # відео: 95
  • Приблизний дохід: $636 - $10.18K
  • Категорія: Лайфстайл Музика Музика Азії
  • Дата створення: 2017-09-27
  • Дата оновлення: 2024-06-29
Активність аудиторії: 159
Переглядів на відео: 26.8K


ଜୟ ମାଁ ସମଲେଇ,ଜୁହାର୍,,,ପଶ୍ଚିମ୍ ଓଡ଼ିଶାର୍ କିଛି ଯୁବ କଳାକାର୍ ମିଶିକରି ,ଦଲ୍ ଗୁଟେ ବନେଇଛୁଁ ଯାର୍ ନା ହେଲା ""ମାଟିର୍ କଳା""। ଯାର୍ ମୂଲ୍ ଲଏଖ୍ ହଉଛେ,ଲୁକି ଯାଉଥିବାର୍ ଲୋକ୍ କଲା ଯେନ୍ତାକି...ଲୋକ୍ ଗୀତ୍,ଲୋକ୍ ନାଚ୍,ଲୋକ୍ ବାଇଦ୍,ଲୋକ୍ ନାଟ୍ ଆର୍ ଲୋକ୍ ପରମ୍ପରା କେ ବଂଚାବାର ପର୍ୟାସ୍ କରୁଛୁଁ।ଇ ପେଜ୍ ନେ କିଛି ଆମର୍ ମାଟିର୍ କଲାର୍ ଦୁରୁଶ୍ ସମକିର୍ ଠାନ୍ କେ ପୁହୁଁଚାବାର୍ କେ ଚାହୁଁଛୁଁ।।କିଛି ପୁରଖା ଲୋକ୍ କଲାକାର ମାନକେ ଭେଟି କରି ତାକର ମୁହୁଁନୁ ଆମର୍ ମାଟିର୍ କଲା ବାବ୍ ଦେ ସୁନ୍ ମା ଆର୍ ଜାନମା।ତ ଆସୁନ୍ ସାମିଲ୍ ହେମା,ମାଟିର୍ କଲାକାର୍ କେ ସମ୍ମାନ୍ ଦେଇ ମାଟିର୍ କଲା କେ ବଂଚାବାର କେ ଗୁଟେ ପାଦ୍ ଏକ୍ ହେଇ ଚାଲମା ।ଜୟ ମାଟିର୍ କଲା।।।ଜୁହାର୍