Логотип каналу Cute Twinkle🥰 Cute Twinkle🥰
  • Кастомний URL: @satyajit202
  • Країна: Індія 🇮🇳
  • Мова: Орія

  • Тип YouTube каналу
  • Аудиторія: 2.93K
  • Перегляди відео: 832.46K
  • # відео: 593
  • Приблизний дохід: $208 - $3.33K
  • Дата створення: 2023-08-18
  • Дата оновлення: 2024-06-25
Активність аудиторії: 284
Переглядів на відео: 1.4K
Ключові слова: Cute Twinkle


ଜୟ ଜଗନ୍ନାଥ 🙏 ମୋରେ Channel କୁ ଆପଣ ମାନଙ୍କୁ ସ୍ୱାଗତକରୁଛି | ଆଶା କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ | ଆଉ ଆମେ ଜଗତର ନାଥ ଜଗନ୍ନାଥ ଘଣ୍ଟ ଘଡେଇ ରଖିଥାନ୍ତୁ |🙏 "ହସ "ଆମ ଜୀବନରେ ଏମିତି ଏକ part ଆମେ ହସିଦେଲେ ମନର ଦୁଃଖ ଭୁଲି ଯାଉ, ଆଉ ଆମ ହସ ଦେଖି ଆଉ କିଏ ତା ଦୁଃଖ ଭୁଲିଯାଏ ଯାଏ ଆମକୁ ନିଜଠୁ ଅଧିକ ଭଲ ପାଇଥାଏ | ସେଥି ପାଇଁ ମୋ ଭିଡିଓ ସବୁ ହସୁଥିବାର ଦେଖିବେ ଯଦି ଆପଣମାନଙ୍କୁ ମୋ ଭିଡିଓ ପସନ୍ଦ ଲାଗୁଛି like share and subscribe କରନ୍ତୁ | ଧନ୍ୟବାଦ ଆପଣମାନଙ୍କୁ 🙏❤️ ଜୟ ଜଗନ୍ନାଥ ପ୍ରଭୁ ⭕️❗️⭕️ 🙏🙏🙏